ଲେଖା କିପରି ପଠାଇବେ

ଲେଖା ପଠାଇବାର ସମୟ

‘ସାହିତ୍ୟ ଗୋଧୂଳି’ ଏକ ଚତୁଃମାସିକ ପତ୍ରିକା । ତେଣୁ ବାର୍ଷିକ ତିନି ଥର ହିଁ ଏହା ପ୍ରକାଶ ପାଇବ। ଆପଣମାନଙ୍କୁ ଆମର ବିନମ୍ର ଅନୁରୋଧ ଯଦି ଆପଣ ଲେଖା ପଠାଉଛନ୍ତି, ତେବେ ଅନ୍ତତଃ ପକ୍ଷେ ଅତି କମରେ ତୃତୀୟ ପ୍ରକାଶନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ନଚେତ ଆପଣଙ୍କ ଲେଖା ‘ସାହିତ୍ୟ ଗୋଧୂଳି’ ରେ ପ୍ରକାଶ ପାଇବା ନାହିଁ ବୋଲି ଭାବିବା ହେବେ ।

ଲେଖା ପଠାଇବା ନିୟମାବଳୀ

  • ବର୍ଷକୁ ତିନିଥର ଏହାର ପ୍ରକାଶନ ସମୟ
  • କବିତା, ଗଳ୍ପ, ପ୍ରବନ୍ଧ, ଆଲୋଚନା, ଫିଚର, ସାକ୍ଷାତକାର, ପୁସ୍ତକ ସମୀକ୍ଷା ପଠାଇପାରିବେ
  • ପୁସ୍ତକ ସମୀକ୍ଷା ନିମନ୍ତେ ଦୁଇଖଣ୍ଡ ପୁସ୍ତକ ପଠାଇବାକୁ ହେବ
  • ଲେଖା ସହ ଲେଖକଙ୍କ ସମ୍ପୂର୍ଣ ଠିକଣା ପଠାଇବାକୁ ହେବ
  • ‘ସାହିତ୍ୟ ଗୋଧୂଳି’ କୁ ଲେଖା ପଠାଇ ୬ ମାସ ଅପେକ୍ଷା କରନ୍ତୁ
  • ଅପ୍ରକାଶିତ ଲେଖା ହିଁ ପଠାନ୍ତୁ
  • ପ୍ରକାଶିତ କୌଣସି ଲେଖା ପାଇଁ ସମ୍ପାଦକ ଦାୟୀ ନୁହନ୍ତି
  • ଲେଖା ଏବଂ ବିଜ୍ଞାପନ ସମ୍ପର୍କୀୟ ସମସ୍ତପ୍ରକାର ଯୋଗାଯୋଗ ନିମ୍ନରେ

ଯୋଗାଯୋଗ ଏବଂ ଲେଖା ପଠାଇବା ଠିକଣା

ସାହିତ୍ୟ ଗୋଧୂଳି
ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ – ଶାକ୍ୟସିଂହ ମହାପାତ୍ର
ହାଉସ ନଂ – ୧୧, ବସୁନ୍ଧରା, ନନ୍ଦନ ବିହାର,
ଫେଜ - ୫, ପଟିଆ, ଭୁବନେଶ୍ଵର – ୭୫୧୦୨୪
ମୋ: ୯୮୫୩୪୫୭୨୭୫
ଇ-ମେଲ : sahityagodhuli@gmail.com

== OR ==

Shakyasingh Mohapatra.
C/O : P . N . MISHRA
Plot No : N6 – 238(D)
IRC VILLAGE, BHUBANESWAR
Pin – 751015, ODISHA
Phone : 9938448358